ଚାରୁହାସୀ
(ଚାରୁହାସିନୀ—ସ୍ତ୍ରୀ)
ଯାହାର ମୁଖ ସର୍ବଦା ହାସ୍ୟଯୁକ୍ତ; ଯେ ମୃଦୁମଧୁର ହସ ହସେ; ହର୍ଷମୁଖ —Having a smiling face or countenance; smiling modestly; with enchanting or enrapturing smiles on the face.