Jump to content

ଚାର୍ଜ ଫରଦ

ଉଇକିଅଭିଧାନ‌ରୁ

ଚାର୍ଜ ଫରଦ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚାର୍ଜ ଓ ଫାରାସୀ - ଫରଦ୍= କାଗଜଖଣ୍ଡ)

[ସମ୍ପାଦନା]
୧. ଆସାମୀ ବିପକ୍ଷରେ ନିର୍ଦ୍ଧାରିତ ଅଭିଯୋଗ ଲିପିବଦ୍ଧ ହୋଇଥିବା କାଗଜ — ୧. Charge-sheet.
୨. ନବନିଯୁକ୍ତ କର୍ମଚାରୀ ପୁରାତନ କର୍ମଚାରୀଙ୍କଠାରୁ ଚାର୍ଜ ବୁଝିନେବା ସମୟରେ ପ୍ରସ୍ତୁତ ତାଲିକା — ୨. List of items taken charge of.