Jump to content

ଚାର୍ବଙ୍ଗ

ଉଇକିଅଭିଧାନ‌ରୁ

ଚାର୍ବଙ୍ଗ

ଉଚ୍ଚାରଣ

[ସମ୍ପାଦନା]
(ଚାର୍ବଙ୍ଗୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଚାରୁ+ ଅଙ୍ଗ; ସନ୍ଧିରେ ଉ+ଅ= ବ)

[ସମ୍ପାଦନା]

ଯାହାର ଅଙ୍ଗ ବା ଶରୀର ସୁନ୍ଦର ଓ କୋମଳ — Having a soft, gracefull and well-proportioned body and limbs.