Jump to content

ଚାର୍ବୀ

ଉଇକିଅଭିଧାନ‌ରୁ

ଚାର୍ବୀ

ଉଚ୍ଚାରଣ

[ସମ୍ପାଦନା]
ଚାରୁ—ପୁଂ 

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଚାରୁ+ ସ୍ତ୍ରୀ. ଈ)

[ସମ୍ପାଦନା]

ସୁନ୍ଦରୀ — Beautiful; of charming appearance; handsome (female).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସୁନ୍ଦରୀ ସ୍ତ୍ରୀ — ୧. A handsome damsel.
୨. କୁବେରଙ୍କ ପତ୍ନୀ — ୨. The wife of the HIndu God of wealth.
୩. ଶୋଭା; ଦୀପ୍ତି; ଆଭା — ୩. Beauty; charm; lustre.
୪. ଜ୍ୟୋସ୍ନା —୪. Moon-light.
୫. ବୁଦ୍ଧି —୫. Intelligance.
୬. ଦାରୁ ହଳଦୀ (ହିନ୍ଦୀ - ଶବ୍ଦସାଗର) — ୬. A kind of wild turmeric.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

କାମୁଡ଼ା — Currish; snappish.