Jump to content

ଚାର୍ମ

ଉଇକିଅଭିଧାନ‌ରୁ

ଚାର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚର୍ମ+ ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]
୧. ଚର୍ମ ସମ୍ୱନ୍ଧୀୟ — ୧. Relating to the skin.
୨. ଚର୍ମ ନିର୍ମିତ — ୨. Made of skin; leathern.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଚର୍ମାବୃତ ଯାନ —A conveyance covered over with leather.