Jump to content

ଚାର୍ମିକ

ଉଇକିଅଭିଧାନ‌ରୁ

ଚାର୍ମିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚର୍ମ+ ନିବୃତ୍ତ ଓ ବ୍ୟବସାୟ ଅର୍ଥେ. କ)

[ସମ୍ପାଦନା]
୧. ଚର୍ମନିର୍ମିତ — ୧. Leathern; made of skin.
୨. ଚର୍ମ ବ୍ୟବସାୟୀ — ୨. Dealing in hide or leather.