ଚାଲିଯିବା
ଦେଖଣା
ଚାଲିଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚାଲିଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପାଦରେ ଗତି କରି କୌଣସି ସ୍ଥାନକୁ ଯିବା — ୧. To go by walking on foot; to walk.
- ୨. କୌଣସି ସ୍ଥାନ ପରିତ୍ୟାଗ କରିବା; ପ୍ରସ୍ଥାନ କରିବା —To leave; to depart; to go to away.
- ୩. (ଶୁଭବାଦନ) ମରିଯିବା —୩. (Euphemism) To die; to pass away.
- ୪. ସଂସ୍କାର ତ୍ୟାଗ କରିବା; ବୈରାଗ୍ୟ ବା ବାନପ୍ରସ୍ଥ ଅବଲମ୍ୱନ କରିବା —୪. To retire from wordly concerns; to renounce the world.
- ୫. (କାର୍ଯ୍ୟ) ଚଳିବା; ସମ୍ପାଦିତ ହେବା —୫. (a work To go on; to be accomplished.
- ୬. ଲୋପ ପାଇବା; ଲୁପ୍ତ ହେବା —୬. To disappear; to vanish.
ସେ ପ୍ରଭୂତା ଚାଲିଗଲେ କଳିର କୌଶଳେ ବଳେ ଯିବ ସ୍ୱାଧୀନତାx x x ରାଧାନାଥ. ମହାଯାତ୍ରା
- ୭. (ଏତେ କାଳ ପାଇଁ) ସ୍ଥାୟୀ ହେବା — ୭. To last for (some time).
[ ଯଥା—ଏ ଲୁଗା ଖଣ୍ଡି ୩ ବର୍ଷ ଚାଲିଯିବ ]
- ୮. (ସମୟ) ଅତିବାହିତ ହେବା; ଅତିକ୍ରାନ୍ତ ହେବା — ୮. (time) To pass away.
[ ଯଥା—ଏ ସୁଖର ଦିନ ଶୀଘ୍ର ଚାଲିଯିବ ]