Jump to content

ଚାଲୁଣିଆଁ

ଉଇକିଅଭିଧାନ‌ରୁ

ଚାଲୁଣିଆଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଚାଲୁଣୀ ପରି ବହୁ ଛିଦ୍ର ବିଶିଷ୍ଟ ଥିବାରୁ)

[ସମ୍ପାଦନା]
୧. ବହୁ ମୁଖ ବିଶିଷ୍ଟ ବ୍ରଣ; ପଠାବ୍ରଣ — ୧. Carbuncle or boil bursting out into many holes like a sieve.
୨. ଗୋଡ଼ ତଳିପାରେ ହେବା ବହୁଛିଦ୍ରଯୁକ୍ତ ରୋଗବିଶେଷ — ୨. A disease causing numerous pores in the sole or heel.