ଚାଲୁଣିଆଁ କରି ମାଟି ପକାଇବା
ଟୋକେଇରେ ବୋହିବା ମାଟିକୁ ଏକ ସ୍ଥାନରେ ଗଦା ନକରି ଚାରିଆଡ଼େ ଚତରେଇ ବା ଖେଳେଇ କରି ବିଞ୍ଚି ଦେବା —To scatter a basketful of earth in a learge area (instead of pouring it down to a heap.)