Jump to content

ଚାଲୁଣି ପାଣି

ଉଇକିଅଭିଧାନ‌ରୁ

ଚାଲୁଣି ପାଣି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରଥମ ରଜସ୍ୱଳା ବାଳିକାର ପ୍ରଥମ ରଜୋ— ଦର୍ଶନ ହେବା ମାତ୍ରକେ ତାକୁ ନେଇ ବାଡ଼ିଆଡ଼େ ନଡ଼ିଆ ବା ଅନ୍ୟଗଛ ମୂଳେ ବସାଇ ତା ମୁଣ୍ଡ ଉପରେ ଗୋଟିଏ ଚାଲୁଣି ଧରି ତହିଁରେ ସାତ ଜଣ ଅହ୍ୟ ସ୍ତ୍ରୀ ହଳଦିପାଣି ଢ଼ାଳିବା ରୂପ ସ୍ତ୍ରୀଆଚାର — A rite consisting of seven housewives holding a sieve over the head of a girl and giving her a shower bath by pouring water on the sieve just after her first menses.