ଚାଲୁଣୀ
ତଣ୍ଡୁଳାଦିର ସୁକ୍ଷ୍ମ ଅଂଶ ଛାଣିବା ନିମନ୍ତେ ବ୍ୟବହ଼ୃତ ବହୁଛିଦ୍ରଯୁକ୍ତ ପାତ୍ରବିଶେଷ — A sieve; a strainer.
ଚାଲୁଣୀ ଜଳାର ପ୍ରାୟ ଅସନ୍ଥର ଗର୍ଭ, ସୁଲାଗି ପକାଇ ସେ ଅଲାଗି ରଖେ ସର୍ବ ପ୍ରାଚୀ. ରହସ୍ୟମଞ୍ଜରୀ