ଚାଲ୍ ଚଲଣି
ଦେଖଣା
ଚାଲ୍ ଚଲଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚାଲଚଲନ୍, ଚାଲ୍ଚଳନ୍, ଚାଲଚଳନି, ଚାଲଚଳଣିଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚଳ ଧାତୁ)
[ସମ୍ପାଦନା]- ୧. ଆଚରଣ — ୧. Conduct; deportment.
- ୨. ବ୍ୟବହାର —୨. Behaviour.
- ୩. ସ୍ୱଭାବ; ଚରିତ୍ର —୩. Character.
- ୪. ରୀତିନୀତି — ୪. Custom; usage.
- ୫. ପରସ୍ପର ମିଶାମିଶି; ଯାତାୟାତ — ୫. Intercourse; communuion.
- ୬. ସମ୍ପର୍କ —୬. Connection.
- ୭. ସମାଜରେ ଚଳିବା —୭. Social intercourse.