ଚାଳକ କରିବା
ଦେଖଣା
ଚାଳକ କରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ ଉଚ୍ଚାଟନ କରିବା ବା ବଶ କରିବା ସକାଶେ ତାହା ପ୍ରତି ମନ୍ତ୍ର— ଯନ୍ତ୍ର ପ୍ରୟୋଗ କରିବା —୧. To employ charms against a person to bring him under control or to madden him.
- ୨. କଥାରେ ଚଳାଇବା; ଚିଡ଼ାଇବା — ୨. To tease or provoke by words.
କୃଷ୍ଣ କହିଲେ ହସ୍ତିପାଳକ କଥା କହୁତ କରି ଚାଳକ— ଦୀନକୃଷ୍ଣ. ରସକଲ୍ଲୋଳ