Jump to content

ଚାଳିତ

ଉଇକିଅଭିଧାନ‌ରୁ

ଚାଳିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ -(ଚଳ୍ ଧାତୁ, ଣିଚ+ କର୍ମ. ତ)

[ସମ୍ପାଦନା]
୧. ସଂଚାଳିତ — ୧. Caused to move; made to move.


୨. ସ୍ଥାନାନ୍ତରିତ —୨. Moved away; transferred.
୩. ଆନ୍ଦୋଳିତ —୩. Agitated, stirred.
୪. ପ୍ରସ୍ତାବିତ —୪. Proposed.
୫. ଅନୁଶୀଳିତ —୫. Exercied.