ଚାଳିଶା
ଦେଖଣା
ଚାଳିଶା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଚତ୍ୱାରିଂଶ; ପ୍ରା ଚତ୍ତାଳୀସା)
[ସମ୍ପାଦନା]- ୪. ସଂଖ୍ୟା ସମ୍ୱନ୍ଧୀୟ —Relating to ୪୦.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରାୟ ୪ ବର୍ଷ ବୟସ ପରେ ମନୁଷ୍ୟର ଦୃଷ୍ଟିଶକ୍ତିର କ୍ଷୀଣତା —୧. Dimness of eyesight which overtakes a man generally after the age of ୪୦.
- ୨. ଚାଳିଶ ନମ୍ୱରିଆ କଳ ସୂତା — ୨. Twist of ୪୦ counts.
- ୩. ୪ ବସ୍ତୁର ପୁଞ୍ଜ ବା ସମାହାର — ୩. A group or aggregate of ୪୦ things.