Jump to content

ଚାହାଁଇବା

ଉଇକିଅଭିଧାନ‌ରୁ

ଚାହାଁଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. ('ଚାହିଁବାର' ଣିଜନ୍ତରୂପ)

[ସମ୍ପାଦନା]
୧. ଚହାଁଇବା; ଚୁହାଁଇବା; ଦେଖାଇବା — ୧. To show.


୨. ଚାହିଁବା; ଦେଖିବା —୨. To look at; to see.

ଭଚଦିଗେ ଚାହାଁଇ ସେ ପଙ୍କଜ ଲୋଚନୀ ପ୍ରାଚୀ. ରସବାରିଧି