ଚାହାଣି
ଦେଖଣା
ଚାହାଣି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାୟ ଧାତୁ=ଚାକ୍ଷୁଷ ଜ୍ଞାନ ଲାଭିବା)
[ସମ୍ପାଦନା]- ୧. ଦୃଷ୍ଟି —୧. Look.
ଏହା ଶୁଣିଣ ଧୃତରାଷ୍ଟ୍ର ନରମଣି ଫୁଟିଗଲା ଆଖିରେ କରିଣ ଚାହାଣି କୃଷ୍ଣସିଂହ. ମହାଭାରତ. ଦ୍ରୋଣ
- ୨. ଦୃଷ୍ଟିଭଙ୍ଗୀ —୨. Glance.
- ୩. ଦେଖିବା —୩. Seeing.
- ୪. ଅପାଙ୍ଗ ଦୃଷ୍ଟି —୪. Sidelong glance.
ଚୁମ୍ୱ ଦେଇ ଗଣି ଗଣି ଧଇର୍ଯ୍ୟ ଚାହାଣି ହାଣି ଭାଷେ ପ୍ରେମେ ପିକବାଣୀ ବାଣୀ ଭଞ୍ଜ. ପ୍ରେମସୁଧାନିଧି