Jump to content

ଚାହାଣି ମଣ୍ଡପ

ଉଇକିଅଭିଧାନ‌ରୁ

ଚାହାଣି ମଣ୍ଡପ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରଥଯାତ୍ରାରୁ ଜଗନ୍ନାଥ ଓ ଲିଙ୍ଗରାଜ ମହାପ୍ରଭୂ ଫେରିବା ସମୟରେ ଦେଉଳରେ ପହଁଞ୍ଚିବା ପୂର୍ବରୁ ଆସୁଥିବା ଅବସ୍ଥାରେ ଦେଉଳର ବେଢ଼ା ମଧ୍ୟରେ ଥିବା ଯେଉଁ ମଣ୍ଡପରେ ଠାକୁରାଣୀଙ୍କ ପ୍ରତିମାକୁ ନେଇ ବିଜେ କରାଯାଏ ଓ ଯେଉଁଠାରୁ ଠାକୁରାଣୀ ବାହୁଡ଼ାବିଜେ କରୁଥିବା ଦିଅଁଙ୍କୁ ଚାହିଁବେ ବୋଲି ଅନୁମାନ କରାଯାଏ —A platform where the Goddess of a Deity is taken to have a look at the Deity in the car in his return- journey to the temple.