ଚାହିଁ ଅନ୍ଧ
(ଚାହିଁଅନ୍ଧୁଣୀ—ସ୍ତ୍ରୀ)
ଚକ୍ଷୁ ବିଦ୍ୟମାନ ଥାଇ ସୁଦ୍ଧା ଯେଉଁ ବ୍ୟକ୍ତିକୁ ଆଦୌ ଦେଖାଯାଏ ନାହିଁ — Purblind; (a person) who has his eyes intact to all appearances but who has completely lost his eyesight.