ଚାହିଁ ଜଳକା
ଦେଖଣା
ଚାହିଁ ଜଳକା
ଉଚ୍ଚାରଣ
[ସମ୍ପାଦନା]ଚାହିଁ ଜଳକୀ—ସ୍ତ୍ରୀ
ଅନୁବାଦ
[ସମ୍ପାଦନା]ଚାହିଁ ଜଳକା
|
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେଉଁ ଲୋକର ଆଖି ବିଦ୍ୟମାନ ଥାଏ ଅଥଚ ସେ ସ୍ପଷ୍ଟ ଦେଖିପାରେ ନାହିଁ — A person suffering from Retinitis.
ଚାହିଁଜଳକୀ ବିଟପୀ ନାରୀ, ସଖି ଗୋ! ମନ୍ଦଏ ! ଦନେଇଦାସଙ୍କ ପହଳି
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରୋଗ ବିଶେଷ; ଆଖିର ପୁଅ ଉପରେ ଗୋଟିଏ ପତଳା ଆବରଣ ମାଡ଼ିଯିବା ହେତୁ ଆଖି ଥାଉଁ ଥାଉଁ ସୁଦ୍ଧା ସ୍ପଷ୍ଟ ଦେଖି ନ ପାରିବା ରୋଗ —A disease of the eye; Retinitis.