ଚାହିଁ ବସିବା
ଦେଖଣା
ଚାହିଁ ବସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚାହିଁ ବସିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବହୁକ୍ଷଣ ଅପେକ୍ଷା କରିବା — ୧. To wait long.
- ୨. ଉତ୍କଣ୍ଠା ଓ ଆଶା ସହକାରେ କୌଣସି ବିଷୟକୁ ଅପେକ୍ଷା କରିବା; ଟାକି ରହିବା — ୨. To eagerly expect or long for a thing; to wish for.
- ୨. ଚେଇଁ କରି ବସିବା — ୨. To sit up.