ଚାହିବା
ଦେଖଣା
ଚାହିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଇଚ୍ଛା; କିମ୍ୱା ଉତ୍ସାହ)
[ସମ୍ପାଦନା]- ୧. ଇଚ୍ଛା କରିବା — ୧. To wish; to desire.
ନିକାଞ୍ଚନେ ରହି ନିଶଙ୍କେ ବିହରି ଚାହାଁନ୍ତି ନାହିଁ କଙ୍କ ହଂସରାଳୀ ଯହୁଁ ଗୋଡ଼ କାଢ଼ି ଯିବାକୁ କାହିଁ—ରାଧାନାଥ. ଭଷା
- ୨. ମାଗିବା —୨. To ask for.
- ୩. ଲୋଡ଼ିବା;ଦରକାର କରିବା —୩. To want.
- ୪. ସ୍ନେହ କରିବା —୪. To like; to be attched to.
- ୫. ଆଦର କରିବା; ଯତ୍ନ କରିବା — ୫. To make much care of.