ଚାୟାଁ
ପାଖୋଜର ଡାହାଣ ମୁଣ୍ଡରେ ଆବଦ୍ଧ ଚମଡ଼ା ଏବଂ ଉକ୍ତ ପାଖରୁ ଜାତ ହେବା ଧ୍ୱନି —The right hand side of a two-sided durm and the sound produced by striking it.
[ଦ୍ରଷ୍ଟବ୍ୟ —ପଖୋଜର ବାମପାଖ ଚମଡ଼ା ଓ ତିନ୍ନିର୍ଗତ ଧ୍ୱନିକୁ ଧେୟା କହନ୍ତି]