Jump to content

ଚିଆଁ ଇଁ ଉଠିବା

ଉଇକିଅଭିଧାନ‌ରୁ

ଚିଆଁ ଇଁ ଉଠିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଚେଇଁ ଉଠିବା; ନିଦରୁ ଉଠିବା — ୧. To wake up from asleep to awake.

ନେତି ଚାହିଁଲା ନନ୍ଦରାଣୀ, ଚିଆଁଇଁ ଉଠି ସୁଲକ୍ଷଣୀ—ଜଗନ୍ନାଥ. ଭାଗବତ

୨. ସଚେତ ହେବା —୨. To gain consciousness.
୩. ସତେଜ ହେବା —୩. To become enlivened.