Jump to content

ଚିଆଁ ପହଡ଼

ଉଇକିଅଭିଧାନ‌ରୁ

ଚିଆଁ ପହଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିଛଣାରେ ପଡ଼ିଥିବା ଅଥଚ ନିଦ ହୋଇ ନ ଥିବା ଅବସ୍ଥା —୧. Lying awake in bed; wakeful sleep.
୨. ରାଜାଙ୍କ ନିଦ୍ରାହୀନ ଅବସ୍ଥାରେ ବିଶ୍ରାମ —୨. Taking rest in bed without sleep (a term applied to Rajas).