Jump to content

ଚିଇଁଚିଇଁଆ

ଉଇକିଅଭିଧାନ‌ରୁ

ଚିଇଁଚିଇଁଆ

ଉଚ୍ଚାରଣ

[ସମ୍ପାଦନା]

(ଚିଇ ଚିଆଁ—ଅନ୍ୟରୂପ)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଚିଇଁ ଚିଇଁ ଶବ୍ଦକାରୀ — ୧. Making a chirping sound.
୨. (ଲକ୍ଷଣାର୍ଥ) ଅତି କ୍ଷୀଣ (ବ୍ୟକ୍ତି) — ୨. (figurative) Slender; of delicate health.