ଚିକଟା
ଦେଖଣା
ଚିକଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଚିକିଳ=ପଙ୍କ ବା ଚିକ୍କଣ=ମସୃଣ)
[ସମ୍ପାଦନା]- ୧. ଅଠାଳିଆ (ମାଟି) —୧. Sticky; gummy; glutinous (soil)
- ୨. ତୈଳାକ୍ତ; ତେଲକାଣ୍ଡି ଯୋଗୁଁ ମଇଳା — ୨. Soiled with oil; oily and dirty.
- ୩. (ଲକ୍ଷଣାର୍ଥ) କୃପଣ; ବ୍ୟୟକୁଣ୍ଠ —୩. (figurative) Miserly; close-fisted.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚିକଟାମାଟି (ଦେଖ) - —୧. Chikaṭā māṭi (See)
- ୨. ତେଲ ଯୋଗୁଁ ଲୁଗା ବା ବାଳରେ ଲାଗିବା ଅଠାଳିଆ ମିଇଳା —Gummy dirt on cloth or hair due to oil.