Jump to content

ଚିକଣାଇବା

ଉଇକିଅଭିଧାନ‌ରୁ

ଚିକଣାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଚିକଣେଇବା, ଚିକଣାଇବା, ଚିକଣେଇବାଅନ୍ୟରୂପ

ଦେଶଜ - କ୍ରିୟାପଦ - (ସଂସ୍କୃତ - ଚିକ୍କଣରୁ ଓଡ଼ିଆ ନାମଧାତୁ)

[ସମ୍ପାଦନା]
୧. ତୈଳାକ୍ତ କରିବା — ୧. To besmear with oil.
୨. ମସୃଣ କରିବା; ପାଲିଶ୍ କିରବା — ୨. To make smooth; to polish; to burnish.
୩. ସୁନ୍ଦର କରିବା — ୩. To beautify.
୪. ହଳଦୀ ଇତ୍ୟାଦି ଚିକ୍କଣ କରି ବାଟିବା — ୪. to reduce turmeric etc. into a fine paste.
୫. ଖୋସାମତ୍ କରିବା; ଚାଟୁ କରିବା —୫. To flatter.
୬. ଶ୍ରୋତାର ମନୋରଞ୍ଜ ପୂର୍ବକ କଥା କହିବା — ୬. to use pleasing and oily words.