Jump to content

ଚିକଣାଚିକଣି

ଉଇକିଅଭିଧାନ‌ରୁ

ଚିକଣାଚିକଣି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]

ସୁନ୍ଦର ଓ ମସୃଣ — Fine and smooth.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ହଳଦୀ ଆଦି ବାଟି ଚିକ୍କଣ କରିବା କର୍ମ —The act of reducing turmeric etc. into a fine paste.