ଚିକଣ ଚାକଣ
ଦେଖଣା
ଚିକଣ ଚାକଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିକଣ ଚାକଣ
|
ଦେଶଜ - ବିଶେଷଣ - (ସଂସ୍କୃତ - ଚିକ୍କଣ+ଧ୍ୱନ୍ୟନୁକାରୀ ଦ୍ୱୀତୀୟ ସହଚର ଶବ୍ଦ)
[ସମ୍ପାଦନା]- ୧. ସୁନ୍ଦର ଓ ମସୃଣ — ୧. Fine and smooth
- ୨. ସୁନ୍ଦରରୂପେ ସଜ୍ଜିତ(ବ୍ୟକ୍ତି); ଫିଟିଫାଟ୍; ଛଇଳା —୨. Foppishy dressed.