ଚିକନ୍
ଦେଖଣା
ଚିକନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]ଛୁଞ୍ଚଦ୍ୱାରା ଲୁଗାରେ ଫୁଲ ଲତା ଆଦି ବୁଣା ହୋଇଥିବା କାମ —୧. Embroidery work.
- ୨. ଛୁଞ୍ଚ ସାହାଯ୍ୟରେ ଜରୀ ଓ ସୂତାରେ ଫୁଲ ଓ ଲତା ଆଦି ବୁଣା ହୋଇଥିବା ଖୁବ୍ ସରୁ ଲୁଗା —A kind of fine cloth of embroidery work
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -
[ସମ୍ପାଦନା]ଚିକ୍କଣ —Smooth.