ଚିକି
ଦେଖଣା
ଚିକି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚିକି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତିକ୍କଣ)
[ସମ୍ପାଦନା]ଚେକିଚେକି ହୋଇ କଟା ହୋଇ ଦୁଧରେ ସିଝାଯାଇ ଶୁଖା ଯାଇଥିବା ଏକ ପ୍ରକାର ଗୁଆ — A kind of areca nut which is cut into slides and boiled in milk.
[ଦ୍ରଷ୍ଟବ୍ୟ —ଦକ୍ଷିଣ ଭାରତ କର୍ଣ୍ଣାଟକ ଅଞ୍ଚଳରୁ ଏ ଗୁଆ ଚେକି— ଚେକି କଟା ଓ ସିଝା ହୋଇ ଅନ୍ୟାନ୍ୟ ଦେଶକୁ ପଠାଯାଏ]