Jump to content

ଚିକିତ୍ସା

ଉଇକିଅଭିଧାନ‌ରୁ

ଚିକିତ୍ସା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଚିକିତ୍ସ ଧାତୁ+ଭାବ ଅ+ଆ)

[ସମ୍ପାଦନା]
୧. ରୋଗର ପ୍ରତିକାରାର୍ଥ ବୈଦ୍ୟଙ୍କ କ୍ରିୟାସମୁହ ୨. Medical treatment of a disease.
୨. ରୋଗର ଆରୋଗ୍ୟ ପାଇଁ ଚିକିତ୍ସକଙ୍କ କୃତ କର୍ମମାନଙ୍କ ବ୍ୟବସ୍ଥା —୨. Therapouties (M.W.).

[ଦ—ଆୟୁର୍ବେଦର ୨ଟି ବିଭାଗ—୧ ନିଦାନ, ୨ ଚିକିତ୍ସା; ନିଦାନରେ ଭିନ୍ନ ଭିନ୍ନ ରୋଗର ଲକ୍ଷଣମାନ ବର୍ଣ୍ଣିତ ହୋଇଅଛି ଚିକିତ୍ସାରେ ଭିନ୍ନଭିନ୍ନ ରୋଗପାଇଁ ଭିନ୍ନଭିନ୍ନ ଔଷଧାଦିର ବ୍ୟବସ୍ଥା ବର୍ଣ୍ଣିତ ହୋଇଅଛି ଚିକିତ୍ସା ତ୍ରିବିଧ;—୧ ଦୈବୀ, ୨ ମାନୁଷୀ ଓ ୩ ଆସୁରୀ; ଦେବପୂଜନ, ଗ୍ରହଯଜ୍ଞ ଆଦିଦ୍ୱାରା ରୋଗୋପଶମନ— ଚେଷ୍ଟା ଦୈବୀ; ଔଷଧ ଓ ପଥ୍ୟାଦିଦ୍ୱାରା ରୋଗୋପଶମନଚେଷ୍ଟା ମାନୁଷୀ ଓ ଅସ୍ତ୍ରପ୍ରୟଗ (ଅପରେସନ୍)ଦ୍ୱାରା ରୋଗୋପଶମନ— ଚେଷ୍ଟା ଆସୁରୀ—ହିନ୍ଦୀ - ଶବ୍ଦସାଗର]