Jump to content

ଚିକିତ୍ସ୍ୟ

ଉଇକିଅଭିଧାନ‌ରୁ

ଚିକିତ୍ସ୍ୟ

ଉଚ୍ଚାରଣ

[ସମ୍ପାଦନା]

(ଚିକିତ୍ସନୀୟ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଚିକିତ୍ସ ଧାତୁ+କର୍ମ. ଯ)

[ସମ୍ପାଦନା]
୧. ପ୍ରତିକାର ପାଇବା ଯୋଗ୍ୟ —୧. Deserving treated.
୨. ଚିକିତ୍ସିତ ହେବାର ଉପଯୋଗୀ — ୨. Fit to be medically treated.
୩. ଯେଉଁ ଚିକିତ୍ସାଦ୍ୱାରା ପ୍ରଶମିତ ହୁଏ —୩. Curable.
୪. ପ୍ରତିବିଧେୟ; ସଂଶୋଧ୍ୟ —୪. Remediable.