Jump to content

ଚିକୀର୍ଷା

ଉଇକିଅଭିଧାନ‌ରୁ

ଚିକୀର୍ଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କୃ ଧାତୁ+ଇଚ୍ଛାର୍ଥରେ ସନ୍=ଚିକର୍ଷ ଧାତୁ+ ଭାବ ଅ+ଆ)

[ସମ୍ପାଦନା]

କରିବାର ଇଚ୍ଛା —A wish to do (a work).