Jump to content

ଚିକୀର୍ଷିତ

ଉଇକିଅଭିଧାନ‌ରୁ

ଚିକୀର୍ଷିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (କୃ ଧାତୁ+ଇଚ୍ଛାର୍ଥରେ ସନ୍=ଚିକୀର୍ଷ ଧାତୁ+ କର୍ମ ତ)

[ସମ୍ପାଦନା]

ଅଭିଳଷିତ; ବାଞ୍ଚିତ; ଅଭିପ୍ରେତ — Intended to be done; designed, wished for; longed for.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(+ଭାବ. ତ) କରିବାର ଇଚ୍ଛା —A wish to do.