ଚିକୁରପକ୍ଷ
ଚିକୁରକଳାପ, ଚିକୁରପାଶ, ଚିକୁରନିକର, ଚିକୁରଭାର, ଚିକୁରରଚନା, ଚିକୁରହସ୍ତଅନ୍ୟରୂପ —(M.W.).
କେଶସମୂହ; କେଶଗୁଚ୍ଛ; ମୁଣ୍ଡର ଗୋଛାଏ ବାଳ —A tuft of hair (on the head).