ଚିକ୍ଚିକ୍
ଦେଖଣା
ଚିକ୍ଚିକ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଚିକ ଚିକ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାକଚକ୍ୟ; ସଂସ୍କୃତ - ଚକାସ୍ଧାତୁ=ଦୀପ୍ତି ପାଇବା)
[ସମ୍ପାଦନା]- ୧. ବର୍ଣ୍ଣୋଜ୍ଜ୍ୱଳତା; ଜକଜକ — ୧. Sparkling; glitter; gloss; lustre.
- ୨. ଚାକଚକ୍ୟ —୨. Splendour; glimmer.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଜକ ଜକ —୧. Glittering.
- ୨. ଚକଚକିଆ; ଚିକ୍କଣିଆ —୨. Glimmering; glossy.