Jump to content

ଚିଙ୍ଗୁଡ଼ିଚୋପା

ଉଇକିଅଭିଧାନ‌ରୁ

ଚିଙ୍ଗୁଡ଼ିଚୋପା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ଼୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଚିଙ୍ଗୂଡ଼ି ମାଛର ଚୋପା ବା ଖୋଳ ପରି ଦିଶୁଥିବା ଆଙ୍ଗୂଠିରେ ପିନ୍ଧାଯିବା ଅଳଙ୍କାରବିଶେଷ —An ornament for the finger resembling the broad ring-like shell of the shrimp.