Jump to content

ଚିଙ୍ଗୂଡ଼ି

ଉଇକିଅଭିଧାନ‌ରୁ

ଚିଙ୍ଗୂଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଚୁଙ୍ଗୁଡ଼ି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିଙ୍ଗଟ; ଚିଙ୍ଗଡ଼)

[ସମ୍ପାଦନା]

ମତ୍ସ୍ୟବିଶେଷ — A kind of fish; shrimp; prawn.

[ ଦ୍ର—ଏମାନଙ୍କ ଦେହରେ ହାଡ଼ ବା ରକ୍ତ ନାହିଁ; ମୂହରେ ବଡବଡ ନିଶ ଥାଏ ବିଛା— ବାଳିଆ, ଗଣ୍ଠିଆ, କାଦୁଆ ଓ ପୁଇଁ ଚୁଙ୍ଗୂଡ଼ି ଭେଦରେ ବଡ ଓ ସାନ ଚିଙ୍ଗୂଡ଼ି ନାନାଜାତୀୟ ]