ଚିଙ୍ଗୂଡ଼ିଆ ଦଳ
ଦେଖଣା
ଚିଙ୍ଗୂଡ଼ିଆ ଦଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିଙ୍ଗୂଡ଼ିଆ ଦଳ
|
(ଚୁଙ୍ଗୁଡ଼ିଆଦଳ—ଆନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚିଙ୍ଗୂଡ଼ି ମାଛର ନିଶ ପରି ଲମଲମ୍ୱ କେଶଯୁକ୍ତ ପାଣିରେ ଜନ୍ମିବା ଅପୁଷ୍ପକ ଜଳଜ ଉଦ୍ଭିଦବିଶେଷ —A kind of hairy moss growing in water; Hydrilla Verticillata; Chara.
[ ଦ୍ର—ଏହା ସାମାନ୍ୟ ସୁଅ ଥିବା ପାଣିରେ ଜନ୍ମେ ଏବଂ ପାଣିତଳର ମାଟିକୁ ଛୁଇଁ ନ ଥାଏ ଏହାର ପତ୍ର ନାହିଁ, ଡାଙ୍ଗ— ଗୁଡ଼ିକ ସରୁ ଓ ହରିଦ୍କର୍ଣ୍ଣ ]