Jump to content

ଚିଚ୍ଛକ୍ତି

ଉଇକିଅଭିଧାନ‌ରୁ

ଚିଚ୍ଛକ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୂପକ; ଚିତ୍+ଶକ୍ତି; ସନ୍ଧିଦ୍ୱାରା ତ୍+ଶ= ଚ୍ଛ)

[ସମ୍ପାଦନା]
୧. ଚୈତନ୍ୟ; ଚେତନା —୧. Sense; consciousness.
୨. ତତ୍ତ୍ୱଜ୍ଞାନ; ବିବେଚନା — ୨. Intellect; intelligence.