ଚିଟ
ଦେଖଣା
ଚିଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - କିଟ୍ଟ= ତେଲକାଣ୍ଟି)
[ସମ୍ପାଦନା]- ୧. ଅଠା —୧. Gum.
- ୨. ବିରକ୍ତି —୨. Vexation.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅଠାଳିଆ — ୧. Gummy; sticky; clammy.
- ୨. ବିରକ୍ତିକର —୨. Vexatious.
- ୩. ନିର୍ଲଜ୍ଜ ଭାବରେ କୌଣସି କାର୍ଯ୍ୟ ନିମନ୍ତେ ଜିଦି କରି ସାଙ୍ଗରେ ଲାଗିଥିବା (ବ୍ୟକ୍ତି) —୩. Pertinacious.