Jump to content

ଚିଟା

ଉଇକିଅଭିଧାନ‌ରୁ

ଚିଟା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - କିଟ୍ଟ=ତେଲକାଣ୍ଟି)

[ସମ୍ପାଦନା]
୧. ଅତ୍ୟନ୍ତ ବିରକ୍ତ — ୧. Vexed; displeased.
୨. କାର୍ଯ୍ୟ ନ କରି ବହୁକାଳ ବସିରହିବା ଯୋଗୁଁ ବିରକ୍ତ — ୨. Ennui;disgusted for sitting idle for a long time.

ଚିକ୍କଣ ନୁହଇ ବୋଲି ନ ଜାଣି ତିଟା ହେଲା ମୋରେ କାହୁଁ କି ଶୁଣି କବିସୂର୍ଯ୍ୟ. କବିତା

୩. ଅଥାଳିଆ —୩. Clammy; glutinous.
୪. ଅତି କୃପଣ —୪. Closed-fisted; higgling and haggling.
୫. ବିରକ୍ତିକର —୫. Vexatious.
୬. ଧୀଟ —୬. Pertinacious.
୭. ତୈଳାକ୍ତ ଓ ମଳିଆ —୭. Dirty and besmeared with oil; soiled with oil.

ଦେଶଜ - ବି

[ସମ୍ପାଦନା]
୧. ମୋଟାମୋଟି ଲେଖା ହୋଇଥିବା ହିସାବ; ଚିଠା —୧. A rough account.
୨. ହାତଚିଠା ବହି — ୨. Memorandum; note-book.
୩. ତେଲଯୋଗୁଁ କେଶ ଓ ବସ୍ତ୍ରାଦିରେ ଜମିଥିବା ମଳି ବା ଅଠା —୩. Clamminess or dirt due to deposit of oil (said of a dirty cloth or a tuft of hair)
୪. କିଛି କାର୍ଯ୍ୟ ନ କରି ବହୁକାଳ କଟାଇବା ଯୋଗୁଁ ଅନୁଭୁତ ବିରକ୍ତି —୪. Ennui; annoyance or disghaust due to spending a long time doing nothing.