ଚିଟାଉ
ଦେଖଣା
ଚିଟାଉ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଂ (ସଂସ୍କୃତ - ଚିଟ୍ ଧାତୁ=ଦୁରକୁ ପଠାଇବା;)
[ସମ୍ପାଦନା]- ୧. ପତ୍ର; ଚିଠି —୧. Letter.
ବିଧାନ କରାଇ କରୁଣାନିଧାନ ସୁଷେଣେ ବିଟାର ଦେଲେ ଭଞ୍ଜ. ବୈଦେହୀଶବିଳାଶ
- ୨. ପ୍ରେମପତ୍ର —୨. Love letter.
ଚାଳଇ ଯେବେ ମୁଁ ଶୁଭ ସନ୍ଦେଶ, ଚିଟାଉରେ ଲେଖି ରହି ବିଦେ କବିସୂର୍ଯ୍ୟ. କବିତା
- ୩. ବନ୍ଧୁ ବା ଜ୍ଞାତିର ମୃତ୍ୟୁସଂବାଦଞ୍ଜାତକ ପତ୍ର — ୩. Letter conveying the news of the death of a relation.