Jump to content

ଚିଟାଉ କରିବା

ଉଇକିଅଭିଧାନ‌ରୁ

ଚିଟାଉ କରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ମୃତବ୍ୟକ୍ତିଙ୍କ ଦୂରସ୍ଥ ବନ୍ଧୁବାନ୍ଧବଙ୍କ ନିକଟକୁ ମୃତ୍ୟୁସଂବାଦ ପଠାଇବା —୧. To senp the news of the death of a person to his absent relations.
୨. (ଗ୍ରାମର ଭଣ୍ଡାରି) ଗ୍ରାମର କୌଣସି ବ୍ୟକ୍ତିଙ୍କ ମୃତ୍ୟୁଖବର ବା ମୃତ୍ୟୁଜ୍ଞାପକ ପତ୍ର ଦୂରସ୍ଥ ବନ୍ଧୁମାନଙ୍କୁ ଦେବା — ୨. (the village barbar) To convey the message of the death of a person to to his absent friends and relatives.