Jump to content

ଚିଟି

ଉଇକିଅଭିଧାନ‌ରୁ

ଚିଟି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଚିଠି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିଟ୍ ଧାତୁ=ପଠାଇବା; ସଂସ୍କୃତ - ଚିଠିକା=କାଗଜର କ୍ଷୁଦ୍ର ଖଣ୍ଡ)

[ସମ୍ପାଦନା]
୧. ପତ୍ର — ୧. Letter; a written message; a note.
୨. କ୍ଷୁଦ୍ର ଆଦେଶପତ୍ର —୨. A slip or chit bearing a message or orders.
୩. ଭଗବାନଙ୍କ ବରାଦ — God's dispensation.

(ଯଥା—ଏ ସମ୍ପତ୍ତି ଭୋଗ କରିବାକୁ ତ ତାଙ୍କୁ ଚିଟି ଅଛି)

୪. ଖାତକ ନିକଟକୁ ମହାଜମର ବା ପ୍ରଜା ନିକଟକୁ ଜମିଦାର ଟଙ୍କାତଲବି ପତ୍ର —୪. A business- letter of demand sent by a creditor to a debtor, or by a Zamindar to a tenant.
୫. (ସଂସ୍କୃତ - ଚିତ୍ରସର୍ପ)—ଚିତି ସାପ —୫. A kind of snake.