ଚିଟିମାରିବା
ଚିଟି ପକାଇବା; ପତ୍ର ଲେଖିବା — To write letters; to send letters.
[ଦ୍ରଷ୍ଟବ୍ୟ —ଚିଟି ଦେବା ବା ଚିଟି ପଠାଇବାଠାରୁ ଚିଠିମାରିବାଦ୍ୱାରା କଥାରେ ବେଶି ଜୋର୍ (emphasis)ବୁଝାଇବା]