ଚିଟି ଚପଟ
ଦେଖଣା
ଚିଟି ଚପଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିଟି ଚପଟ
|
ଚିଠିଚପାଟି, ଚିଠିଚପାଟୀଅନ୍ୟରୂପ
ଦେଶଜ - ବିଶେଷ୍ୟ - (ଅନର୍ଥକ ଦ୍ୱିତୀୟ ସହଚର)
[ସମ୍ପାଦନା]- ୧. ଚିଠିପତ୍ର; ପତ୍ରାଦି; ଆଦେଶଲିପି ଆଦି —୧. Letters generally; notes and letters.
- ୨. ଡାକଦ୍ୱାରା ଯିବା ଆସିବା ପତ୍ରାଦି — ୨. Postal articles (e g. letters, packets and covers.)