ଚିଟି ବାକ୍ସ
ଦେଖଣା
ଚିଟି ବାକ୍ସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚିଟି ବାକ୍ସ
|
(ଚିଠି ବାକସ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ବାକ୍ସରେ ଡାକରେ ପଠାଯିବା ଚିଠି ପକାଇ ଦିଆଯାଏ ୧. Letter-box; post-box.
- ୨. ଗୃହର ବାହାରେ ଥିବାଯେଉଁ ବାକ୍ସରେ ଡାକବାଲା ଗୃହସ୍ୱାମୀଙ୍କ ନିମନ୍ତେଆଣିଥିବା ଚିଠି ଗଳାଇ ପକାଏ —୨. Letter-box kept outside one's house.